କ୍ୟାମେରାମ୍ୟାନ ମାନସ ହତ୍ୟା : କୋର୍ଟରେ ହାଜର ହେଲେ ଶର୍ମିଷ୍ଠାଙ୍କ ସହ ୮ ଅଭିଯୁକ୍ତ

ଚାନ୍ଦବାଲି: ବହୁଚର୍ଚିତ ନୟାଗଡ଼ ଜିଲ୍ଲାର କ୍ୟାମେରାମ୍ୟାନ ମାନସ ହତ୍ୟା ଘଟଣାରେ ଆଜି ୮ ଜଣ ଅଭିଯୁକ୍ତଙ୍କୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଛି। ଆଜି ଭଦ୍ରକ ସବ୍‌ଜେଲରୁ ଏକ ୟୁଟିପି ଭ୍ୟାନରେ କଡ଼ା ସୁରକ୍ଷାରେ ଅଭିଯୁକ୍ତମାନଙ୍କୁ ଚାନ୍ଦବାଲି କୋର୍ଟକୁ ଆଣାଯାଇଥିଲା ପରେ ସେମାନଙ୍କୁ ଜଜଙ୍କ ନିକଟରେ ହାଜର କରାଯାଇଥିଲା। ଅଭୁଯୁକ୍ତମାନେ ହେଲେ ଶର୍ମିଷ୍ଠା ରାଉତ, ଝୁନୁ ଭୋଇ, ନିରଞ୍ଜନ ସେଠୀ, ପରମେଶ୍ୱର ରାଉତ, ରଞ୍ଜନ ନାୟକ, ଭାଗ୍ୟଧର … Continue reading କ୍ୟାମେରାମ୍ୟାନ ମାନସ ହତ୍ୟା : କୋର୍ଟରେ ହାଜର ହେଲେ ଶର୍ମିଷ୍ଠାଙ୍କ ସହ ୮ ଅଭିଯୁକ୍ତ